ଯୁବ କଂଗ୍ରେସର କୋର କମିଟିରେ ୨ ଓଡ଼ିଆ

ଜାତୀୟ ଯୁବ କଂଗ୍ରେସର କୋର କମିଟି ଗଠିତ ହୋଇଥିବା ବେଳେ ଏଥିରେ ଓଡ଼ିଶାର ରାଜୀବ ପଟ୍ଟନାୟକ ଓ ସମ୍ରାଟ ଜେନା ଜାତୀୟ ସମ୍ପାଦକ ଭାବେ ଦାୟିତ୍ୱ ପାଇଛନ୍ତି।

କମିଟିରେ ୧୦ ଜଣ ସାଧାରଣ ସମ୍ପାଦକ, ୪୯ ଜଣ ସମ୍ପାଦକ ଓ ୯ ଜଣ ଯୁଗ୍ମ ସମ୍ପାଦକ ଅଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes