ଗତ 24 ଘଣ୍ଟା ମଧ୍ୟରେ ରାୟଗଡା ଜିଲ୍ଲାର ରାମନାଗୁଡାରେ 17.4 ମିଲିମିଟର ବର୍ଷା ହୋଇଥିବା ବେଳେ ଗୁଣୁପୁରରେ 9.6, ଗୁଡ଼ାରୀରେ 9.4, ପଦ୍ମପୁରରେ 4.3, କୋଲନରାରେ 4.2 ଏବଂ କୋଟ୍ରାଗଡାରେ 3.2 ମିମି ବର୍ଷା ହୋଇଛି l
Credible Local News of Odisha