ରଙ୍ଗେଇଲୁଣ୍ଡାରେ ଆଜି ଠାରୁ ୨୪ ପ୍ରହର ନାମ ସଂକୀର୍ତ୍ତନ ଆରମ୍ଭ

ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ଗ୍ରାମରେ ଆଜି ଠାରୁ ହରେ ରାମ ହରେ କୃଷ୍ଣ ଚବିଶି ପ୍ରହର ନାମ ସଂକୀର୍ତ୍ତନ ଆରମ୍ଭ ହୋଇଛି।

ଏଥିରେ ଆଖପାଖ ଅଞ୍ଚଳରୁ ୩୨ଟି ସଂକୀର୍ତ୍ତନ ଦଳ ଭାଗ ନେବେ ବୋଲି ପୂଜା କମିଟି ପକ୍ଷରୁ ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes