ମେ ୨୩ରୁ ମଣ୍ଡି ଖୋଲିବା ନିଷ୍ପତ୍ତି

ନୂଆପଡା ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଗତକାଲି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଚାଷ ପାଇଁ ଜିଲ୍ଲାସ୍ତରୀୟ ଧାନସଂଗ୍ରହ ବୈଠକରେ ଆସନ୍ତା ମେ ୨୩ତାରିଖରୁ ମଣ୍ଡିରେ ରବି ଧାନ କିଣା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଚଳିତ ବର୍ଷ ଧାନ ବିକ୍ରି କରିବାକୁ ଜିଲ୍ଲାର ୯୯୦୪ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି ।ପ୍ରତ୍ୟେକ ମଣ୍ଡିରେ ଧାନ ପରୀକ୍ଷଣ ଯନ୍ତ୍ର ରଖିବା ସହ ଚାଷୀଙ୍କ ସୁବିଧା ପାଇଁ ଆର ଏମ୍ ସି ପକ୍ଷରୁ ସମସ୍ତ ସୁବିଧା ଯୋଗେଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes