ମୁର୍ଷୁଣ୍ଢି ଗଜଲକ୍ଷ୍ମୀ ପୂଜା ପାଇଁ ମୂରାସୁର ବରଣ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ମୁର୍ଷୁଣ୍ଢି ଠାରେ ୪୦ତମ ଗଜଲକ୍ଷ୍ମୀ ପୂଜାରେ ଏଥର ମଧ୍ୟ ମୁରାସୂର ଦରବାର ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଶୁକ୍ରବାର ବିନିକା ବ୍ଲକ ଅନ୍ତର୍ଡାର ବରିଷ୍ଠ କଳାକାର ଗୋପାଳ ପଣ୍ଡାଙ୍କୁ ମୂରାସୁର ଭୂମିକାରେ ଅଭିନୟ ଲାଗି ବରଣ କରାଯାଇଛି ।

ପୂଜା କମିଟି ସଭାପତି ଲବ କୁମାର ସାହୁଙ୍କ ନେତୃତ୍ବରେ ଉପଦେଷ୍ଟା ରାଜଗୋପାଳ ପାଣିଗ୍ରାହୀ, ସମ୍ପାଦକ ତ୍ରୟଞ୍ଜିବ ମିଶ୍ର, ଉପସଭାପତି ଧନଞ୍ଜୟ ସାହୁ, ସହସମ୍ପାଦକ ବିଦ୍ୟାଧର ଖୁର୍ଡିଆ, କୋଷାଧ୍ୟକ୍ଷ ସତ୍ୟମୋହନ ବେଦପାଣି ପ୍ରମୁଖ ପୂଜା କମିଟିର ବହୁ ସଦସ୍ୟ ଉପସ୍ଥିତ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes