ବହୁ ଚର୍ଚ୍ଚିତ ତେଲୁଗୁ ସିନେମା ପୁଷ୍ପା-୨ର ସୁଟିଂ ପୋଲୁରରେ ହେବା ନେଇ ଚୂଡାନ୍ତ ହୋଇଛି।
ସୁଟିଂ ସ୍ଥାନ ପରିଦର୍ଶନ କରିଛନ୍ତି ନିର୍ଦ୍ଦେଶକ ସୁମର, ସହାୟକ ନିର୍ଦ୍ଦେଶକ ଏମ. ପ୍ରସାଦ, କ୍ୟାମେରା ମ୍ୟାନ କ୍ୱାବା। ଆସନ୍ତା ୭ରେ ସୁଟିଂ ପାଇଁ ଜିଲ୍ଲାପାଳଙ୍କ ଅନୁମତି ଲୋଡିବେ ଟିମ। ସୂଚନାଯୋଗ୍ୟ, ପୂର୍ବରୁ ଏହି ସିନେମା ସ୍ୱାଭିମାନ ଅଞ୍ଚଳରେ ହେବା ନେଇ ଚର୍ଚ୍ଚା ହେଉଥିଲା।