ଭୁବନେଶ୍ୱରରେ ହେବ ଖଡ୍‌ଗେଙ୍କ ସମାବେଶ

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ ୨୯ ତାରିଖରେ ଓଡ଼ିଶା ଆସିବେ ଏବଂ ଲୋୟର ପିଏମ୍‌ଜିରେ ସମାବେଶ କରିବେ।

ବ୍ଲକ ଓ ବୁଥ୍‌ ସ୍ତରରୁ ଲୋକ ଆସିବେ। ୧୭ଟି ରାଜନୈତିକ ଦଳ ପ୍ରତିନିଧିଙ୍କ ସହ ବି ଆଲୋଚନା କରିବେ। ରାହୁଲଙ୍କ ଭାରତ ନ୍ୟାୟ ଯାତ୍ରା ରୁଟ୍‌ ସଂପର୍କରେ ସମୀକ୍ଷା କରିବେ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes