ଭୀମଭୋଇ ପୀଠରେ ଖୁସୀର ମୂହୁର୍ତ୍ତ

ସୋନପୁର ସଦରବ୍ଲକ ଅନ୍ତର୍ଗତ ଖଲିଆପାଲି ଭୀମଭୋଇ ପୀଠରେ ମହାମହିମ ରାଷ୍ଟ୍ରପତି ସପତ ଗ୍ରହଣ ସମୟରେ ଭୀମ ଭୋଇଙ୍କ ରଚିତ ପଙ୍କ୍ତି ‘ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ’ ଆବୃତ୍ତି କରିଥିବାରୁ ସନ୍ଥକବି ଭୀମଭୋଇଙ୍କ ସାଧନା ସମାଧି ସିଦ୍ଧିପୀଠ ଠାରେ ଖୁସିର ମୂହୁର୍ତ୍ତ ପାଳନ କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes