ଭାଜପାକୁ ତୃଣ ମୂଳସ୍ତରରୁ ସୁଦୃଢ଼ କରିବାକୁ ଆହ୍ୱାନ

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୂଷାଖରୀ ପଂଚାୟତ ମଲ୍ଲୀପଶି ହାଟ ପଡିଆ ଠାରେ ବୁଧବାର ଭାଜପା ର ୨୩ ନମ୍ବର ଯୋନ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ମଣ୍ଡଳ ସଭାପତି ଅଭୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି।

ମୁଖ୍ୟ ଅତିଥି ଭାବେ ଜିଲା ଭାଜପା ଉପସଭାପତି ଗୋପୀନାଥ ରାମ, ପାଟଣା ବିଧାନ ସଭା ପ୍ରଭାରୀ କୃପା ସିନ୍ଧୁ ମହନ୍ତ, ନିର୍ଵାଚନ ମଣ୍ଡଳୀ ସଂଯୋଜକ ସୁଦର୍ଶନ ମହନ୍ତ, କାର୍ଯ୍ୟକାରିଣୀ ସଦସ୍ୟ ପ୍ରହଲ୍ଲାଦ ପଳେଇ , ଜିଲା କୃଷକ ମୋର୍ଚ୍ଚା କୋଷାଧ୍ୟକ୍ଷ ଡମ୍ବୁରୁ ଧର ମହାନ୍ତ , ପାଟଣା ମଣ୍ଡଳ ସାଧାରଣ ସମ୍ପାଦକ ସଞ୍ଜୟ କୁମାର ପଲେଇ ଓ ଲଳିତ ମୋହନ ଗିରି ପ୍ରମୁଖ ସାମିଲ ହୋଇଥିଲେ

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes