ବୌଦ୍ଧରେ ଆଜିକାର ତାପମାତ୍ରା ୪୫ ଡିଗ୍ରୀ, ରାଜ୍ୟରେ ସର୍ବୋଚ୍ଚ

ରାଜ୍ୟରେ ଆଜି ଦିନବେଳା ବୌଦ୍ଧ ସହରରେ ତାପମାତ୍ରା ଥିଲା 45 ଡିଗ୍ରୀ l ଏହା ଆଜି ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ବୋଲି ପାଣିପାଗ ବିଭାଗ କହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes