ବିରଳ ବଜ୍ରକାପ୍ତା ଉଦ୍ଧାର, ଜଙ୍ଗଲରୁ ଚାଲିଆସିଛି

ମାଲକାନଗିରି ଜିଲ୍ଲାର ମାଥିଲି ଠାରେ ଗତକାଲି ରାତିରେ ଏକ ବିରଳ ବଜ୍ରକାପ୍ତା ଉଦ୍ଧାର ହୋଇଥିବା ବନ ବିଭାଗ କର୍ମଚାରୀ ଆଜି କହିଛନ୍ତି l ଏହା ଖାଦ୍ୟ ଅନ୍ବେଷଣରେ ଜଙ୍ଗଲରୁ ଚାଲି ଆସିଥିବା ଅନୁମାନ କରାଯାଉଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes