ବିଜେପି ପକ୍ଷରୁ ୮ ଘଣ୍ଟିଆ ନୂଆପଡ଼ା ବନ୍ଦ

ମଣ୍ଡି ସମସ୍ୟା, କଟନିଛଟନି ଆଦି ସମସ୍ୟା ନେଇ ବନ୍ଦ ପାଳନ କରୁଛି ବିଜେପି।

ସକାଳ ୬ଟାରୁ ୨ଟା ଯାଏଁ ନୂଆପଡ଼ା ବନ୍ଦ ରହିବ। ବନ୍ଦ ଯୋଗୁଁ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes