ବାହାନଗା ହାଇସ୍କୁଲ ପାଇଁ ଅଢ଼େଇ କୋଟି

ଫାଇଭ୍ ଟି’ ଉପକ୍ରମରେ ବାଲେଶ୍ୱର ବାହାନଗା ହାଇସ୍କୁଲର ପୁନଃ ନିର୍ମାଣ କରାଯିବ।

ହାଇସ୍କୁଲର ପୁନଃ ନିର୍ମାଣ ପାଇଁ ୨.୪୯ କୋଟି ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes