ବାଣୀବିହାର ବିଶ୍ବବିଦ୍ୟାଳୟରେ ଛାତ୍ର ଅସନ୍ତୋଷ

ପିଜି କାଉନସିଲ୍ ହଲରେ ସିଟିଜେନ୍ ଫୋରମ୍ ପକ୍ଷରୁ ଆୟୋଜିତ ଆଲୋଚନାଚକ୍ରକୁ ବିରୋଧ କରି ଗଣ୍ଡଗୋଳ କରିଛନ୍ତି।

ଆଲୋଚନାଚକ୍ରରେ ଜେଏନୟୁର ଜଣେ ପ୍ରଫେସରଙ୍କ ମନ୍ତବ୍ୟକୁ ବିରୋଧ କରି ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀର ଛାତ୍ରନେତାଙ୍କ ବିରୋଧ ପରେ ଗଣ୍ଡଗୋଳ ହୋଇଛି। ଗଣ୍ଡଗୋଳରେ ୨ ଆହତ ହୋଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes