ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅମ୍ଳଲାଭଟ୍ଟା ଛକ ନିକଟରେ ଏକ ବାଇକ୍କୁ ଟ୍ରକ୍ ଧକ୍କା ଦେଇଛି।
ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ଅସ୍ପଷ୍ଟ ଥିବାବେଳେ ଶବ ଜବତ କରି ତଦନ୍ତ ଚଳାଇଛି ପୁଲିସ।
Credible Local News of Odisha