ବସ୍‌କୁ ସାମ୍ନାରୁ ଧକ୍କା ଦେଲା କାର୍‌; ୧୧ ଆହତ

ନୂଆପଡା ଜିଲ୍ଲା ଏନଏଚ୍‌ ୩୫୩ ପ୍ରୋଜେକ୍ଟ ସମ୍ଭବ ନିକଟରେ ଦୁର୍ଘଟଣା ଘଟିଛି।

ସମସ୍ତ ଆହତଙ୍କୁ ତରବୋଡ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବସ୍‌ଟି ନୂଆପଡାରୁ ବଲାଙ୍ଗିର ଯିବା ବେଳେ କାର ସହ ଧକ୍କା ହୋଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes