ବଦଳି ଶିକ୍ଷକ ପୁନଃ ନିଯୁକ୍ତି ଦାବିରେ ବିଦ୍ୟାଳୟ ଫାଟକରେ ତାଲା

ଖୋର୍ଦ୍ଧା ଜିଲ୍ଲା ଟାଗିଂ ବ୍ଳକ ବଡପୋଖରିଆ ପଂଚାୟତ ବୋଡଗଂରାପାଟଣାରେ ବଦଳି ଶିକ୍ଷକଙ୍କୁ ପୁନଃ ନିଯୁକ୍ତି ଓ ବର୍ତ୍ତମାନ କାର୍ଯ୍ୟରତ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଦାୟିତ୍ବ ଅର୍ପଣ ଦାବିରେ ପ୍ରାଥମିକ ବିଦ୍ୟାଳୟ ମୁଖ୍ଯ ଫାଟକରେ ତାଲା ପକାଇ ଅଭିଭାବକମାନେ ଧାରଣା ଦେଇଥିବା ଦେଖିବାକୁ ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes