ଲଛିପୁର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ

ସୋନପୁର ସଦରବ୍ଲକ ଅନ୍ତର୍ଗତ ଲଛିପୁର ହାଟପଦା ନିକଟରେ ଆଜି ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ କରାଯାଇଛି l

ଏଥିରେ ପୂଜାର୍ଚ୍ଚନା କରିଥିଲେ ଲୋକନାଥ ପୂଜାରୀ ଓଗୁପ୍ତେଶ୍ବର ମିଶ୍ର କର୍ତ୍ତା ଦାୟିତ୍ଵ ତୁଲାଇ‌ଥିଲେ ବାଲେଶ୍ଵର ରଣା ଏବଂ ସୁରେଶ ମହାକରୁ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes