ପୂର୍ବତନ ସେନା କର୍ମଚାରୀଙ୍କଠାରୁ ଝାମ୍ପିନେଲେ ଟଙ୍କା

ଝାରସୁଗୁଡ଼ା ଜିଲ୍ଲା ଲଇକେରା- କିରିମିରା ରାସ୍ତା ସବ୍ ଷ୍ଟେସନ ନିକଟରୁ ଝାମ୍ପି ନେଇଛନ୍ତି।

୧.୮୩ ଲକ୍ଷ ଟଙ୍କା ଧରି ସ୍କୁଟିରେ ଯାଉଥିଲେ ପୂର୍ବତନ ସେନା କର୍ମଚାରୀ।ଟଙ୍କା ବ୍ୟାଗ ପଡ଼ିଗଲା କହି ଗାଡ଼ି ପାଖକୁ ଆସି ଝାମ୍ପି ନେଇ ପଳାଇଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes