କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ରେ ନୂତନ ବିଡ଼ିଓ ଭାବେ ସୋମବାର ଶିବ ଶଙ୍କର ମୁର୍ମୁ ଯୋଗ ଦେଇଛନ୍ତି।
ଶ୍ରୀ ମୁର୍ମୁ ଏଥି ପୂର୍ବରୁ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକରେ ବିଡ଼ିଓ ଭାବେ କାର୍ଯ୍ୟକରୁଥିଲେ। ପାଟଣା ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକ ପଦୋନ୍ନତି ପାଇ ବାରିପଦାର ଉପଜିଲ୍ଲାପାଳ ଭାବେ ବଦଳି ହୋଇଛନ୍ତି।