ପାଟଣାଗଡ଼ରେ 24 ଘଣ୍ଟାରେ 62 ମିମି ବର୍ଷା June 30, 2022 by Rameswar mahakur ଗତ 24 ଘଣ୍ଟା ମଧ୍ୟରେ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ରେ 62 ମିଲିମିଟର ବର୍ଷା ରେକର୍ଡ ହୋଇଛି l