ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂତନ ମନ୍ତ୍ରିମଣ୍ଡଳ ଆଜି ଶପଥ ନେଇଥିବା ବେଳେ ଏଥିରେ ପାଞ୍ଚ ଜଣ ମହିଳାଙ୍କୁ ସ୍ଥାନ ମିଳିଛି l ସେମାନେ ହେଲେ ଉଷା ଦେବୀ, ପ୍ରମିଳା ମଲ୍ଲିକ, ଟୁକୁନି ସାହୁ, ରିତା ସାହୁ ଏବଂ ବାସନ୍ତୀ ହେମ୍ବ୍ରମ l
Credible Local News of Odisha