13 କ୍ୟାବିନେଟ ଓ 8 ରାଷ୍ଟ୍ରମନ୍ତ୍ରୀ ଶପଥ ନେଲେ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂତନ ମନ୍ତ୍ରିମଣ୍ଡଳକୁ ଆଜି ଲୋକସେବା ଭବନରେ ଅନୁଷ୍ଠିତ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶପଥ ପାଠ କରାଇଥିବା ବେଳେ ମୋଟ 13 ଜଣ କ୍ୟାବିନେଟ ଓ 8 ଜଣ ରାଷ୍ଟ୍ରମନ୍ତ୍ରି ଶପଥ ନେଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes