ନିଶୁକ୍ଲ ଔଷଧ ବଣ୍ଟନ

କରୋନାର ତୃତୀୟ ଲହର ପରେ କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ରୋଗ ପ୍ରତିରୋଧକ ଶକ୍ତି ବର୍ଦ୍ଧକ ଆୟୁର୍ବେଦିକ ଔଷଧ ବଣ୍ଟନ କରାଯାଉଛି। ୧୨ ବର୍ଷରୁ ଉର୍ଦ୍ଧ ବୟସର ପିଲାଙ୍କ ପାଇଁ ସମ୍ପୂର୍ଣ୍ଣ ନିଶୁଳ୍କରେ ବଣ୍ଟନ ପାଇଁ ଔଷଧ ଯୋଗାଇ ଦିଆଯାଉଛି।

ଆଜି ଅପରାହ୍ନରେ ‘ଗ୍ରାମ୍ୟ ସେବକ ସଙ୍ଗଠନ’ ଗ୍ରୁପର ସ୍ବେଚ୍ଛାସେବୀ ଗଣ ପାଣିକୋହିଲି ସ୍ଥିତ ପଥରପଦା ଆଦିବାସୀ ଅଞ୍ଚଳରେ ପହଞ୍ଚି ଗାଁ ମୁଖିଆ, ଆଶା କର୍ମୀ ଏବଂ ଆଞ୍ଚଳିକ ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ରୋଗ ପ୍ରତିରୋଧକ ଶକ୍ତି ବର୍ଦ୍ଧକ ଔଷଧ ବାଣ୍ଟିବା ସହ ଯୋଗାଭ୍ୟାସ ଏବଂ ସୁଷମ ଖାଦ୍ୟ ଗ୍ରହଣ ସମ୍ପର୍କିତ ଲିଫ୍ଲେଟ ପ୍ରଦାନ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes