ନିର୍ଦ୍ଵନ୍ଦରେ ଜିତିଲେ ଭୀମସେନ

ସଦର ବ୍ଲକ ପଳାଶପଙ୍ଗା ଲ୍ୟାମ୍ପର ସଭାପତି ଭାବେ ଭୀମସେନ ଟୁଡୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି।

ଏହି ଅବସରରେ ଲ୍ୟାମ୍ପର ସମସ୍ତ ନିର୍ଦ୍ଦେଶକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes