ନିମାପଡାରେ 24 ଘଣ୍ଟାରେ 64.4 ମିମି ବର୍ଷା July 16, 2022 by Odisha ଗତ 24 ଘଣ୍ଟା ମଧ୍ୟରେ ପୁରୀ ଜିଲ୍ଲାର ନିମାପଡାରେ 64.4 ମିଲିମିଟର ବର୍ଷା ରେକର୍ଡ କରାଯାଇଛି l