ଆସନ୍ତା 20 ତାରିଖରୁ ଯୁକ୍ତ ଦୁଇରେ ନାମଲେଖା

ଯୁକ୍ତ ଦୁଇରେ ନାମ ଲେଖାଇବାକୁ ଆସନ୍ତା 20 ତାରିଖରୁ ସାମସ ପୋର୍ଟାଲ ଜରିଆରେ ଆବେଦନ ଆରମ୍ଭ ହେବ ଏବଂ ଅଗଷ୍ଟ 10 ତାରିଖ ମଧ୍ୟରେ ଆବେଦନ କରିବାକୁ ପଡିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଆଜି କହିଛନ୍ତି l

ତେବେ ସିବିଏସଇ ଏବଂ ଆଇସିଏସଇ ଫଳ ପ୍ରକାଶ ପାଇଁ ନଥିବାରୁ ଆଡ଼ମିସନ ଅବଧି ଘୁଞ୍ଚିପାରେ ବୋଲି ମନ୍ତ୍ରୀ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes