ଡ୍ରେନେଜ ସମସ୍ୟା ନେଇ ଲୋକଙ୍କୁ ଭେଟିଲେ ମନ୍ତ୍ରୀ

ବର୍ଷା ଦିନ ପୂର୍ବରୁ ଡ୍ରେନେଜ ସମସ୍ୟାର ସମାଧାନ ନହେଲେ ପରିସ୍ଥିତି ଅଣାୟତ୍ତ ହେବ l ତେବେ ଏହାର ସମାଧାନ ନେଇ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଭୁବନେଶ୍ୱରର ୱାର୍ଡ ୫୯ ତଥା ବଶିଷ୍ଟ ନଗର ବାସିନ୍ଦାଙ୍କ ସହିତ ଆଲୋଚନା କରିଛନ୍ତି l

ଆଜି ଏହି ଆଲୋଚନା କାଳରେ ମନ୍ତ୍ରୀଙ୍କ ସହ କର୍ପୋରେଟର ଲିଟୁ ମହାଶୁପକର, ପ୍ରାଚୀ ଇରିଗେସନ ଡିଭିଜନର ଅଧିକାରୀ ଉପସ୍ଥିତ ଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes