ଡିଜିପିଙ୍କ ସମ୍ମୁଖରେ 50 ମାଓ ସମର୍ଥକଙ୍କ ଆତ୍ମସମର୍ପଣ

ଆଜି ଡିଜିପି ସୁନୀଲ ବଂଶଲଙ୍କ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ଗସ୍ତ ଅବସରରେ ଦୁଇଜଣ ମହିଳାଙ୍କ ସମେତ 50 ଜଣ ମାଓ ସମର୍ଥକ ତାଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes