ଡକ୍ଟର ଶ୍ୟାମପ୍ରସାଦଙ୍କ ବଳିଦାନ ଦିବସ ପାଳିତ

ବିଜେପି ପକ୍ଷରୁ ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ୭୧ତମ ବଳିଦାନ ଦିବସ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଠାରେ ପାଳନ କରାଯାଇଛି ।

ଏଥିରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆନନ୍ଦ ବାରିକ, ଜିଲ୍ଲା ଉପସଭାନେତ୍ରୀ ନଳିନୀ ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ବେଣୁଧର ଦାଶ, ମଣ୍ତଳ ଉପସଭାପତି ଭୋଲାଶଙ୍କର ବାଘ, ରାଧାଚରଣ ମେହେର, ଦିଲ୍ଲୀପ ପଧାନ, ଗୌତମ ପଣ୍ଡା, ପ୍ରଦୀପ ବେହେରା, ବଳରାମ ଦୀପ, ସୁମନ୍ତ ଜଗଦଲା, ଜଗଦୀଶ ଜଗଦଲା, ସନତ ହୋତା, ପଙ୍କଜ ନାଏକ, ସାରଙ୍ଗ ପଧାନ, ରାଧେ ଶଙ୍ଖୁଆ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes