ଟ୍ରକ ଧକ୍କାରେ ଶିଶୁପୁତ୍ର ମୃତ, ବାପା ସମେତ ୨ ଗୁରୁତର

ନୂଆପଡା ଜିଲ୍ଲା ଧାମନପୁରୀ ଗାଁ ନିକଟ ଏନ୍‌ଏଚ୍‌ ୩୫୩ରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

ବାଇକରେ ୩ ଜଣ ଯାଉଥିବା ବେଳେ ପଛରୁ ଧକ୍କା ଦେଲା ଟ୍ରକ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes