ଟ୍ରକ -ଟ୍ରାକ୍ଟର ଧକ୍କାରେ ଦୁଇ ମୃତ

ନୂଆପଡା ଜିଲ୍ଲାର ଲଖନା ଥାନା ଅନ୍ତର୍ଗତ କୁରୁମପୁରୀ ଠାରେ ଗତକାଲି ରାତିରେ ଏକ ଟ୍ରକ ସହ ଟ୍ରାକ୍ଟରର ଧକ୍କା ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଦୁଇ ଜଣ ଆହତ ହୋଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes