ଟ୍ରକ୍ ଧକ୍କାରେ ଜଣେ ମୃତ

କେନ୍ଦୁଝର ଜିଲ୍ଲା କୋଳିମାଟି ନିକଟରେ ଟ୍ରକ୍ ଧକ୍କାରେ ସାଇକେଲ ଆରୋହୀ ପରିବା ବିକାଳିଙ୍କ ମୃତ୍ୟୁ ଘଟିଛି।

ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes