ଇଡକଲ୍ ଡିଏମ୍ ଗୟା ସାଁତରା ଗିରଫ

ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଇଡକଲ୍ ଡିଏମ୍ ଗୟା ସାଁତରାଙ୍କୁ ଗିରଫ କରିଛି ଭିଜିଲାନ୍ସ।

ତାଙ୍କର ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ସ୍ଥିତ ଘରୁ ବୁଧବାର ୧ କୋଟି ୬ ଲକ୍ଷ ୪୪ ହଜାର ୫୦୦ ଟଙ୍କା ମିଳିଛି। ଓଡ଼ିଶା ଭିଜିଲାନ୍ସ ଇତିହାସରେ ଗୟା ସାଁତରା ହେଉଛନ୍ତି ଚତୁର୍ଥ ବ୍ୟକ୍ତି ଯାହାଙ୍କ ଘରୁ ଏକକାଳୀନ ଏତେ ପରିମାଣର ନଗଦ ଟଙ୍କା ଜବତ କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes