ଟଙ୍କଧର ତ୍ରିପାଠୀ ବିଜେପିର ଝାରସୁଗୁଡ଼ା ପ୍ରାର୍ଥୀ ଘୋଷିତ

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଟଙ୍କଧର ତ୍ରିପାଠୀଙ୍କୁ ନିଜର ପ୍ରାର୍ଥୀ ଭାବେ ଆଜି ଘୋଷଣା କରିଛି।

ଶ୍ରୀ ତ୍ରିପାଠୀ ବିଜେପିର ଜଣେ ଜଣାଶୁଣା ନେତା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes