ଝାରସୁଗୁଡ଼ା ଉପନିର୍ବାଚନ: ନୋଡାଲ ଅଧିକାରୀଙ୍କ ସହ ସିଇଓଙ୍କ ବୈଠକ

ଝାରସୁଗୁଡ଼ା ଉପନିର୍ବାଚନରେ ଆଚରଣ ବିଧିର ଅନୁପାଳନ, ଆଇନଶୃଙ୍ଖଳା ରକ୍ଷା, ସମ୍ଭାବ୍ୟ ଅର୍ଥ କାରବାର, ଟ୍ରାଫିକ ସୁପରିଚାଳନା ନେଇ ଆଲୋଚନା ହୋଇଛି।

ପୁଲିସ ମୁଖ୍ୟାଳୟ ଆଇଜି, ଆଇନଶୃଙ୍ଖଳା ଆଇଜି ବୈଠକରେ ସାମିଲ ହୋଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes