ଜଳ ହିଁ ଜୀବନ ।ରାସ୍ତାରେ ଯିବା ଆସିବା କରୁଥିବା ଲୋକଙ୍କ ଶୁଖିଲା ତୃଷ୍ଣାକୁ ଓଦାଲିଆ କରିବା ପାଇଁ ଉଲ୍ଲେ ରାମଲୀଳା ମହୋତ୍ସବର ହନୁମାନ ନାମରେ ପରିଚିତ ରଞ୍ଜିତ ପଣ୍ଡା ନିଜସ୍ଵ ଉଦ୍ୟମରେ ଜଳଛତ୍ର ଖୋଲିଛନ୍ତି ।ସବୁ ପ୍ରକାର ଲୋକ ପାଣି ପିଇ ରଞ୍ଜିତଙ୍କ ସେବାକୁ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି ।
Credible Local News of Odisha