ଚାଓମିନ ଫ୍ୟାକ୍ଟ୍ରିରେ ଶ୍ୱାସରୁଦ୍ଧ ହୋଇ ତିନି ମୃତ

ଗଜପତି ଜିଲ୍ଲା ମୋହନାର ନାରାୟଣ ନଗର ସ୍ଥିତ ଏକ ଚାଓମିନ କାରଖାନାରେ ଗତକାଲି ରାତିରେ ତିନି ଜଣ କର୍ମଚାରୀ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିବା ଆଜି ପୁଲିସ କହିଛି l
ରାତିରେ ସେମାନେ କମ. ସାରି କାରଖାନା ମଧ୍ୟରେ ଶୋଇ ଥିବା ବେଳେ ଗ୍ୟାସ ଲିକ ହେବାରୁ ଏହି ଅଘଟଣ ହୋଇଥିବା ଜଣାପଡିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes