ଗୋପାଳପୁର ଠାରୁ 630 କିମି ଦୂରରେ ‘ଅସାନୀ’

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅସାନୀ’ ମଙ୍ଗଳବାର ରାତିରେ ଆନ୍ଧ୍ର ପ୍ରଦେଶ ଉପକୂଳକୁ ଅଗ୍ରସର ହେଉଥିବା ବେଳେ ଗୋପାଳପୁରର ଦକ୍ଷିଣ-ପଶ୍ଚିମରେ 530 କିମି ଏବଂ ପୁରୀର ଦକ୍ଷିଣ -ପଶ୍ଚିମରେ 630 କିମି ଦୂରରେ ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes