ଗୁରୁ ଭଗବାନ ସାହୁ ବରଗଡ଼ ଜିଲ୍ଲା ସ୍ମୂତି କମିଟି ପୂନର୍ଗଠିତ

ପଶ୍ଚିମ ଓଡ଼ିଶାରେ ଛଅ ଘଣ୍ଟା ମଞ୍ଚ ନାଟକର ସୃଷ୍ଟିକର୍ତ୍ତା ବୀର ସୁରେନ୍ଦ୍ର ସାଏ ନାଟକର ସୃଷ୍ଟିକର୍ତ୍ତା ଭାଷା, କଳା, ସଂସ୍କୃତିର ପ୍ରଚାରକ ସାରା ପଶ୍ଚିମ ଓଡ଼ିଶା ଗୋଟିଏ ଦିନରେ “ନୂଆଁଖାଇ” ପାଳନ ପଛର ମହାନାୟକ, ଲୋକ ମହୋତ୍ସବର ଜନକ, କୋଶଳ ନାଟ୍ଯ ମହର୍ଷି ଗୁରୁ ଭଗବାନ ସାହୁ ବରଗଡ଼ ଜିଲ୍ଲା ସ୍ମୃତି କମିଟି ପୂନର୍ଗଠିତ କରାଯାଇଛି ।

ସଭାପତି -ଡ. ତପଶ୍ବିନୀ ଗୁରୁ, ସଂଗଠନ ସମ୍ପାଦକ – ପ୍ରଦୀପ ଦେବତା ସମେତ ପରାମର୍ଶଦାତା କମିଟି – ପଦ୍ମଶ୍ରୀ ହଲଧର ନାଗ, କେଶ ରଞ୍ଜନ ପ୍ରଧାନ,ଟେକଚାନ୍ଦ ଦୁଆନ, ପ୍ରମୋଦ ଦେବତା, ଶିରିଶ ବଲ୍ଲଭ ମିଶ୍ର,ଡ. ସୁଜୀତ ପୃଷେଠ ପ୍ରମୂଖ ରହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes