2022-23 ରେ ନିର୍ମାଣ ହେବ 300 ବିଜୁ ସେତୁ

2022-23 ରେ ନିର୍ମାଣ ହେବ 300 ବିଜୁ ସେତୁ l ଏହି ଲକ୍ଷ୍ୟ ହାସଲ କରିବାକୁ ଆଜି ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes