ରାଜ୍ୟର ବିଭିନ୍ନ ଜିଲ୍ଲାରେ କୋହଲା ପାଗ ସହ ହାଲୁକା ବର୍ଷା ଜାରି ରହିଥିବା ବେଳେ ଗତ ୨୪ ଘଣ୍ଟାରେ ସମ୍ବଲପୁରରେ ସର୍ବାଧିକ ୨୫.୧ ମିମି ବର୍ଷା ରେକର୍ଡ ହୋଇଛି।
ସେହିପରି ଅତାବିରା ୨୪.୨, ନୟାଗଡ଼ ୨୧.୬ ଓ ବିଜେପୁରରେ ୧୮ ମିମି, ଡୁଙ୍ଗୁରିପାଲି ୧୭.୧, ଉଲୁଣ୍ଡା ୧୬.୨ ଓ ରେଢ଼ାଖୋଲରେ ୧୬ ମିମି ବର୍ଷା ରେକର୍ଡ ହୋଇଛି।