ଗଛରେ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ

ନୂଆପଡ଼ା ଜିଲ୍ଲା ଝରିଗାଁ ଥାନା ରଙ୍ଗମାଟିଗୁଡ଼ା ନଦୀକୂଳ ଗଛରେ ଝୁଲୁଛି ମୃତଦେହ।

ମୃତକ ଦ୍ୱୟ ରଙ୍ଗମାଟିଗୁଡ଼ା ଗାଁର ବୋଲି ଜଣାପଡିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes