ଖବର କାଗଜ ବିତରକୁ ମିଳିଲା ପରିଚୟ ପତ୍ର April 25, 2022 by Odisha ଆଜି ବୌଦ୍ଧ ଟାଉନ ହଲ ଠାରେ ଖବର କାଗଜ ବିତରକଙ୍କୁ ପରିଚୟ ପତ୍ର ପ୍ରଦାନ କରିଛନ୍ତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ।