ଖଣି ଦୁର୍ନୀତି ଲିଙ୍କ୍‌ରେ ବଡ଼ବିଲରେ ଇଡି ରେଡ୍‌

ଉଲିବୁରୁ ଖଣି ଅପରେଟର ଦୀପକ ଗୁପ୍ତାଙ୍କ ବଡ଼ବିଲ ସ୍ଥିତ ଘର ଏବଂ ଅଫିସରେ ରେଡ୍‌ କରୁଛି ଇଡି।

ଖଣି ଦୁର୍ନୀତି ଅଭିଯୋଗରେ ୨୦୧୩ରେ ଦୀପକଙ୍କୁ ଗିରଫ କରିଥିଲା ଭିଜିଲାନ୍ସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes