କେନାଲ ନିର୍ମାଣକୁ ନେଇ ଟେଣ୍ତର ବିଜ୍ଞପ୍ତି ପ୍ରକାଶ

ସମ୍ବଲପୁର ଜିଲ୍ଲା ବୁର୍ଲା ଜଳସେଚନ ବିଭାଗ ତରଫରୁ କେନାଲ ନିର୍ମାଣକୁ ନେଇ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ଆସନ୍ତା ମଇ ମାସ ୦୫ ଯାଏ ବିଡ ଆବେଦନ କରିପାରିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes