ସଦର ରେଞ୍ଜ ଅନ୍ତର୍ଗତ ତୁଳସୀ ଚଉରା ଗ୍ରାମରେ ପାଖ ବରାସି ପାହାଡ ରୁ ପାଣି ଓ ଖାଦ୍ୟ ପାଇଁ ଚାଲିଆସିଥିବା ବେଳେ ବୁଲା କୁକୁର ଆକ୍ରମଣ ରେ ଆହତ ହୋଇଛି। ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର କରି ଚିକିତ୍ସା କରିଛନ୍ତି। ସୁସ୍ଥ ହେଲେ ଜଙ୍ଗଲ ରେ ଛାଡ଼ିଦେବେ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।