କଲେଜରେ ଛୁରାମାଡ଼ରେ ଇଂଜିନିୟରିଂ ଛାତ୍ର ଆହତ

ଭଦ୍ରକ ଜିଲ୍ଲା ବରପଦା ଇଞ୍ଜିନିୟରିଙ୍ଗ କଲେଜରେ ଆଜି ସ୍ୱାଗତ ଉତ୍ସବ ଚାଲିଥିବା ବେଳେ ବାକବିତଣ୍ଡାକୁ ନେଇ ଛୁରା ମାଡ଼ରେ ଜଣେ ଦ୍ଵିତୀୟ ବର୍ଷ ଇଞ୍ଜିନିୟରିଙ୍ଗ ଛାତ୍ର ଆହତ ହୋଇଥିବା ସ୍ଥାନୀୟ ପୁଲିସ କହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes