ଦୁର୍ଘଟଣାରେ ବାଇକ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ

ସୁଦର୍ଶନ ଦାରୁ ପୀଠ ଠାରୁ ଅଳ୍ପ ଦୂରରେ ବାଇକ କାର ଦୁର୍ଘଟଣାରେ ବାଇକ ଚାଳକ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । କାର ଚାଳକ ଘଟଣା ସ୍ଥଳରୁ ଫେରାର ଅଛନ୍ତି ।

ସ୍ଥାନୀୟ ଜନସାଧାରଣ ତାଙ୍କୁ ଉଦ୍ଧାର କରି 108 ଯୋଗ ମେଡିକାଲ ପଠାଇଥିବା ସୂଚନା ମିଳିଛି । ବାଳକାଟି ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes