କପ୍ତିପଦାରେ ଆସନ୍ତାକାଲି ୪ଘଣ୍ଟା ବିଦ୍ୟୁତ ସେବା ବନ୍ଦ

ମୟୁରଭଞ୍ଜ ଜିଲା କପ୍ତିପଦା ଅଞ୍ଚଳ ରେ ଆସନ୍ତାକାଲି ସକାଳ ୧୦ ଘଟିକା ଠାରୁ ଅପରାହ୍ନ ୪ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ ରହିବ ବିଭାଗ ପକ୍ଷରୁ ସୂଚନା ମିଳିଛି ।

କପ୍ତିପଦା ଅଞ୍ଚଳରେ ଅନେକ ଟ୍ରାନ୍ସଫର୍ମର, ବିଦ୍ୟୁତ ତାର ଆଦି ସଜାଡ଼ିବା ପାଇଁ ବିଦ୍ୟୁତ ସରବ୍ ରାହ ବନ୍ଦ ରହିବ ବୋଲି ଲିଂ ମ୍ୟାନ ସୁପର ଭାଇଜର ତୃପ୍ତିବ୍ରତ ମହାପାତ୍ର ସୂଚନା ଦେଇଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes